୨୧ ଦିନର ସଂଘର୍ଷ ପରେ ପ୍ରାଣ ହାରିଲେ ସୌମ୍ୟରଞ୍ଜନ

ଆହୁରି ୩ ଅଭିଯୁକ୍ତ ଫେରାର୍ ଭୁବନେଶ୍ବର : ଗତ ୨୬ ସେପ୍ଟେମ୍ବରରେ ଫାୟାର୍‌ ଷ୍ଟେସନ୍‌ ନିକଟରେ ମହାବୀର ଫାଇନାନ୍ସର କିଛି କର୍ମଚାରୀ ଓ ସେମାନଙ୍କ ଭଡ଼ାଟିଆ ଗୁଣ୍ଡା ଭୁଲ୍ ବୁଝାମଣାକୁ କେନ୍ଦ୍ର କରି ସ୍ୱିଗି ବୟ ସୁପ୍ରଭାସ ଓ ବଡ଼ ଭାଇ ସୌମ୍ୟରଂଜନ ମାନ୍ଧାତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସେବେଠାରୁ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୌମ୍ୟରଞ୍ଜନ ଶେଷରେ ହାର୍‌ ମାନି ଯାଇଛନ୍ତି। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ … Continue reading ୨୧ ଦିନର ସଂଘର୍ଷ ପରେ ପ୍ରାଣ ହାରିଲେ ସୌମ୍ୟରଞ୍ଜନ